PageSourceSearch
https://knewsodisha.com/feed
html knewsodisha.com collected 2026-10-02 17:00:29 UTC 72,867 bytes, 300 lines download raw bytes
1<?xml version="1.0" encoding="UTF-8"?><rss version="2.0"
2	xmlns:content="http://purl.org/rss/1.0/modules/content/"
3	xmlns:wfw="http://wellformedweb.org/CommentAPI/"
4	xmlns:dc="http://purl.org/dc/elements/1.1/"
5	xmlns:atom="http://www.w3.org/2005/Atom"
6	xmlns:sy="http://purl.org/rss/1.0/modules/syndication/"
7	xmlns:slash="http://purl.org/rss/1.0/modules/slash/"
8	>
9
10<channel>
12	<atom:link href="https://knewsodisha.com/feed" rel="self" type="application/rss+xml" />
13	<link>https://knewsodisha.com/</link>
14	<description>Sabuthi Sabubele Hata Muthare Khabar</description>
15	<lastBuildDate>Fri, 02 Oct 2026 16:35:12 +0000</lastBuildDate>
16	<language>en-US</language>
17	<sy:updatePeriod>
18	hourly	</sy:updatePeriod>
19	<sy:updateFrequency>
20	1	</sy:updateFrequency>
21	<generator>https://wordpress.org/?v=7.1.2</generator>
22
23<image>
24	<url>https://knewsodisha.com/wp-content/uploads/2018/05/favicon57x57.jpg</url>
26	<link>https://knewsodisha.com/</link>
27	<width>32</width>
28	<height>32</height>
29</image>
30	<item>
32		<link>https://knewsodisha.com/state/india-trek-by-bhutans-ministry-of-education-and-skills-development-to-be-held-at-kiit-and-kiss-universities-793205</link>
33					<comments>https://knewsodisha.com/state/india-trek-by-bhutans-ministry-of-education-and-skills-development-to-be-held-at-kiit-and-kiss-universities-793205#respond</comments>
34
35		<dc:creator><![CDATA[Nihar Ranjan Panda]]></dc:creator>
36		<pubDate>Fri, 02 Oct 2026 16:35:12 +0000</pubDate>
37				<category><![CDATA[ରାଜ୍ୟ]]></category>
38		<category><![CDATA[kiit]]></category>
39		<guid isPermaLink="false">https://knewsodisha.com/?p=793205</guid>
40
41					<description><![CDATA[
42
ଭୁବନେଶ୍ୱର : କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ଭୂଟାନର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ “ଇଣ୍ଡିଆ ଟ୍ରେକ୍ ।  ଭୂଟାନ ଡେଲିଗେସନ୍ କେମ୍ବ୍ରିଜ୍ ଏକାଡେମିକ୍ ଇମର୍ସନ୍ ପ୍ରୋଗ୍ରାମ୍” ଅନୁଷ୍ଠିତ। ଅକ୍ଟୋବର ୧ ରୁ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଶେଷ କାର୍ଯ୍ୟକ୍ରମରେ ଭୂଟାନରୁ ଆସିଥିବା ୪୦ ଜଣିଆ ଏକ ପ୍ରତିନିଧି ଦଳ ଅଂଶଗ୍ରହଣ କରିଛନ୍ତି । ଶିକ୍ଷା, ଦକ୍ଷତା ବିକାଶ ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ସୁଦୃଢ଼ କରିବା […]
43
The post KIIT : କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ଭୂଟାନର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟ ପକ୍ଷରୁ “ଇଣ୍ଡିଆ ଟ୍ରେକ୍ appeared first on KNews Odisha.
44]]></description>
45										<content:encoded><![CDATA[
ଭୁବନେଶ୍ୱର : କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ଭୂଟାନର ଶିକ୍ଷ
45ା ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟର ସ୍କୁଲ ଶିକ୍ଷା ବିଭାଗ ପକ୍ଷରୁ “ଇଣ୍ଡିଆ ଟ୍ରେକ୍ ।  ଭୂଟାନ ଡେଲିଗେସନ୍ କେମ୍ବ୍ରିଜ୍ ଏକାଡେମିକ୍ ଇମର୍ସନ୍ ପ୍ରୋଗ୍ରାମ୍” ଅନୁଷ୍ଠିତ। ଅକ୍ଟୋବର ୧ ରୁ ୬ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ବିଶେଷ କାର୍ଯ୍ୟକ୍ରମରେ ଭୂଟାନରୁ ଆସିଥିବା ୪୦ ଜଣିଆ ଏକ ପ୍ରତିନିଧି ଦଳ ଅଂଶଗ୍ରହଣ କରିଛନ୍ତି ।
46
ଶିକ୍ଷା, ଦକ୍ଷତା ବିକାଶ ଏବଂ ସାଂସ୍କୃତିକ ଆଦାନପ୍ରଦାନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଦୁଇ ଦେଶ ମଧ୍ୟରେ ଅଧ୍ୟୟନ ଓ ଅଭିଜ୍ଞତାର ଆଦାନପ୍ରଦାନ ପାଇଁ ଏକ ଅପୂର୍ବ ସୁଯୋଗ ସୃଷ୍ଟି ହୋଇଛି । ଆଜି ଏହି କାର୍ଯ୍ୟକ୍ରମରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ ସମସ୍ତ ପ୍ରତିନିଧିଙ୍କୁ ସ୍ୱାଗତ କରିଛନ୍ତି ।
47
ଆଜି ଭୁଟାନର ଏହି ପ୍ରତିନିଧି ଦଳ କିଟ୍, କିସ୍ ଆଉ କିମ୍ସ ମଧ୍ୟ ବୁଲି ଦେଖିବା ସହ ଡ. ସାମନ୍ତଙ୍କ ସହ ଆଲୋଚନା କରିଛନ୍ତି। ସେହିଭଳି ଡ. ସାମନ୍ତ ଙ୍କ ଦ୍ଵାରା ଆରମ୍ଭ ହୋଇଥିବା ଆର୍ଟ ଅଫ୍ ଗିଭିà¬
47‚ କୁ ପ୍ରଶଂସା କରିଛନ୍ତି ଭୁଟାନ ନାଗରିକ । ଖାଲି ସେତିକି ନୁହେଁ, ବରଂ ଡ. ଅଚ୍ୟୁତ ସାମନ୍ତଙ୍କ ଜୀବନୀ ସବୁବେଳେ ଅନୁପ୍ରାଣିତ କରିବ ବୋଲି କହିଛନ୍ତି ଭୂଟାନରୁ ଆସିଥିବା ଏହି ପ୍ରତିନିଧି ଦଳ ।
48
ସେହିଭଳି ଆସନ୍ତା ଦିନରେ ଭୂଟାନର ଏହି ପ୍ରତିନିଧି ଦଳ ଓଡ଼ିଶାର କଳା, ସାହିତ୍ୟ ଓ ଭାସ୍କର୍ଯ୍ୟକୁ ବୁଲି ଦେଖିବା ସହ ଆମ ଇତିହାସ ବିଷୟରେ ଅଧିକ ଜାଣିବା ପାଇଁ ଖଣ୍ଡଗିରି, ଉଦୟଗିରି ସହ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲି ଦେଖିବାକୁ କିଟ୍ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।
49
The post KIIT : କିଟ୍ ଓ କିସ୍ ବିଶ୍ୱବିଦ୍ୟାଳୟରେ ଭୂଟାନର ଶିକ୍ଷା ଏବଂ ଦକ୍ଷତା ବିକାଶ ମନ୍ତ୍ରଣାଳୟ ପକ୍ଷରୁ “ଇଣ୍ଡିଆ ଟ୍ରେକ୍ appeared first on KNews Odisha.
50]]></content:encoded>
51
52					<wfw:commentRss>https://knewsodisha.com/state/india-trek-by-bhutans-ministry-of-education-and-skills-development-to-be-held-at-kiit-and-kiss-universities-793205/feed</wfw:commentRss>
53			<slash:comments>0</slash:comments>
54
55
56			</item>
57		<item>
59		<link>https://knewsodisha.com/state/gandhi-jayanti-and-shastri-jayanti-celebrated-at-kiit-and-kiss-793202</link>
60					<comments>https://knewsodisha.com/state/gandhi-jayanti-and-shastri-jayanti-celebrated-at-kiit-and-kiss-793202#respond</comments>
61
62		<dc:creator><![CDATA[Nihar Ranjan Panda]]></dc:creator>
63		<pubDate>Fri, 02 Oct 2026 16:23:38 +0000</pubDate>
64				<category><![CDATA[ରାଜ୍ୟ]]></category>
65		<category><![CDATA[kiit]]></category>
66		<guid isPermaLink="false">https://knewsodisha.com/?p=793202</guid>
67
68					<description><![CDATA[
69
ଭୁବନେଶ୍ୱର : କିଟ୍‍ ଓ କିସରେ ଗାନ୍ଧୀ ଜୟନ୍ତୀ । ପ୍ରତିବର୍ଷ ପରି ଚଳିତବର୍ଷ କିଟ୍‍ ଓ କିସ୍‍ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହେଇଯାଇଛି । ଏହି ଅବସରରେ କିସ୍‍ ପରିସରରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ସମେତ ଉପସ୍ଥିତ ବରିଷ୍ଠ ଅଧିକାରୀମାନେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେଇ ଡ. ସାମନ୍ତ, ମହାତ୍ମା ଗାନ୍ଧୀ ଓ ଲାଲ ବାହାଦୂର […]
70
The post KIIT and KISS ରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ appeared first on KNews Odisha.
71]]></description>
72										<content:encoded><![CDATA[
73
74
75
The post KIIT and KISS ରେ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ appeared first on KNews Odisha.
76]]></content:encoded>
77
78					<wfw:commentRss>https://knewsodisha.com/state/gandhi-jayanti-and-shastri-jayanti-celebrated-at-kiit-and-kiss-793202/feed</wfw:commentRss>
79			<slash:comments>0</slash:comments>
80
81
82			</item>
83		<item>
85		<link>https://knewsodisha.com/state/more-than-50-people-suffer-from-diarrhea-after-eating-jhalmuri-793199</link>
86					<comments>https://knewsodisha.com/state/more-than-50-people-suffer-from-diarrhea-after-eating-jhalmuri-793199#respond</comments>
87
88		<dc:creator><![CDATA[Nihar Ranjan Panda]]></dc:creator>
89		<pubDate>Fri, 02 Oct 2026 14:55:07 +0000</pubDate>
90				<category><![CDATA[ରାଜ୍ୟ]]></category>
91		<category><![CDATA[diarrhea]]></category>
92		<guid isPermaLink="false">https://knewsodisha.com/?p=793199</guid>
93
94					<description><![CDATA[
95
ସୁବର୍ଣ୍ଣପୁର : ଝାଲମୁଢି ଖାଇ ଝାଡ଼ାବାନ୍ତି। ୫୦ରୁ ଅଧିକ ଆକ୍ରାନ୍ତ  l  ସୁବର୍ଣ୍ଣପୁର ଜିଲ୍ଲା ମାଙ୍କଡବାହାଲ ଗାଁରୁ ଆସିଛି ଏଭଳି ଏକ ଘଟଣା  l  ସୂଚନା ଅନୁସାରେ, ଗତକାଲି ଅପରାହ୍ନ ସମୟର ବଦଳି ଗାଁରୁ ଜଣେ ବ୍ୟବସାୟୀ ମାଙ୍କଡବାହାଲ ଗାଁକୁ ଝାଲ ମୁଢ଼ି ବିକ୍ରି କରିବାକୁ ଆସିଥିଲେ ।  ସେଠାରେ ଗ୍ରାମବାସୀ ଝାଲମୁଢ଼ି ଖାଇଥିଲେ। ରାତିରେ ଗାଁର ୫୦ ଜଣଙ୍କ ଝାଡ଼ାବାନ୍ତି ହୋଇଥିଲା  l  ତୁରନ୍ତ ସେମାନଙ୍କୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ପାଇ ମେଡିକାଲ […]
96
The post Diarrhea : ଝାଲମୁଢି ଖାଇ ଝାଡ଼ାବାନ୍ତି, ୫୦ରୁ ଅଧିକ ଆକ୍ରାନ୍ତ appeared first on KNews Odisha.
97]]></description>
98										<content:encoded><![CDATA[
ସୁବର୍ଣ୍ଣପୁର : ଝାଲମୁଢି ଖାଇ ଝାଡ଼ାବାନ୍ତି। ୫୦ରୁ ଅଧିକ ଆକ୍ରାନ୍ତ  l  ସୁବର୍ଣ୍ଣପୁର ଜିଲ୍ଲା ମାଙ୍କଡବାହାଲ ଗାଁରୁ ଆସିଛି ଏଭଳି ଏକ ଘଟଣା  l  ସୂଚନା ଅନୁସାରେ, ଗତକାଲି ଅପରାହ୍ନ ସମୟର ବଦଳି ଗାଁରୁ ଜଣେ ବ୍ୟବସାୟୀ ମାଙ୍କଡବାହାଲ ଗାଁକୁ ଝାଲ ମୁଢ଼ି ବିକ୍ରି କରିବାକୁ ଆସିଥିଲେ ।  ସେଠାରେ ଗ୍ରାମବାସୀ ଝାଲମୁଢ଼ି ଖାଇଥିଲେ। ରାତିରେ ଗାଁର ୫୦ ଜଣଙ୍କ ଝାଡ଼ାବାନ୍ତି ହୋଇଥିଲା  l  ତୁରନ୍ତ ସେମାନଙ୍କୁ ଉଲୁଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସୂଚନା ପାଇ ମେଡିକାଲ ଟିମ୍ ମାଙ୍କଡ଼ବାହାଳୀ ଗାଁରେ ପହଞ୍ଚି ଗ୍ରାମବାସୀଙ୍କୁ ଓଆରଏସ ସହ ଔଷଧ ବାଣ୍ଟିଛନ୍ତି ।
99
The post Diarrhea : ଝାଲମୁଢି ଖାଇ ଝାଡ଼ାବାନ୍ତି, ୫୦ରୁ ଅଧିକ ଆକ୍ରାନ୍ତ appeared first on KNews Odisha.
100]]></content:encoded>
101
102					<wfw:commentRss>https://knewsodisha.com/state/more-than-50-people-suffer-from-diarrhea-after-eating-jhalmuri-793199/feed</wfw:commentRss>
103			<slash:comments>0</slash:comments>
104
105
106			</item>
107		<item>
109		<link>https://knewsodisha.com/state/the-weather-in-odisha-will-remain-dry-for-the-next-three-days-793197</link>
110					<comments>https://knewsodisha.com/state/the-weather-in-odisha-will-remain-dry-for-the-next-three-days-793197#respond</comments>
111
112		<dc:creator><![CDATA[Nihar Ranjan Panda]]></dc:creator>
113		<pubDate>Fri, 02 Oct 2026 13:04:17 +0000</pubDate>
114				<category><![CDATA[ରାଜ୍ୟ]]></category>
115		<category><![CDATA[weather in odisha]]></category>
116		<guid isPermaLink="false">https://knewsodisha.com/?p=793197</guid>
117
118					<description><![CDATA[
119
ଭୁବନେଶ୍ୱର : ଆଗାମୀ ୩ ଦିନ ପାଇଁ ଓଡ଼ିଶାର କୌଣସି ଜିଲ୍ଲାରେ ବର୍ଷା କିମ୍ବା ଅନ୍ୟ କୌଣସି ପାଣିପାଗ ଚେତାବନୀ ନାହିଁ ।  ପାଗ ଶୁଖିଲା ରହିବ । ୧ ରୁ ୨ ଡିଗ୍ରୀ ବଢିପାରେ ଦିନ ତାପମାତ୍ରା ।  ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟ
119ାହାର ପ୍ରକ୍ରିୟା ଜାରି ରହିଛି । ଆଗାମୀ ୨୪ ଘଣ୍ଟାରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ସମେତ ଅନ୍ୟ କିଛି ରାଜ୍ୟରୁ ମୌସୁମୀ ବାୟୁ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ହେବ […]
120
The post weather in Odisha : ଆଗାମୀ ୩ ଦିନ ପାଇଁ ଓଡ଼ିଶାର ପାଗ ଶୁଖିଲା ରହିବ, ବଢିପାରେ ଦିନର ତାପମାତ୍ରା appeared first on KNews Odisha.
121]]></description>
122										<content:encoded><![CDATA[
ଭୁବନେଶ୍ୱର : ଆଗାମୀ ୩ ଦିନ ପାଇଁ ଓଡ଼ିଶାର କୌଣସି ଜିଲ୍ଲାରେ ବର୍ଷା କିମ୍ବା ଅନ୍ୟ କୌଣସି ପାଣିପାଗ ଚେତାବନୀ ନାହିଁ ।  ପାଗ ଶୁଖିଲା ରହିବ । ୧ ରୁ ୨ ଡିଗ୍ରୀ ବଢିପାରେ ଦିନ ତାପମାତ୍ରା ।  ଏପଟେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟ
122ାହାର ପ୍ରକ୍ରିୟା ଜାରି ରହିଛି । ଆଗାମୀ ୨୪ ଘଣ୍ଟାରେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ସମେତ ଅନ୍ୟ କିଛି ରାଜ୍ୟରୁ ମୌସୁମୀ ବାୟୁ ପ୍ରତ୍ୟାହାର ପାଇଁ ପାଗ ଅନୁକୂଳ ହେବ ।
123
ଆଜି ସକାଳ ୮ଟା ୩୦ ସୁଦ୍ଧା ଓଡ଼ିଶାରେ ଶୁଖିଲା ପାଗ ରେକର୍ଡ ହୋଇଛି ।  ଝାରସୁଗୁଡ଼ାର ଗୋଟିଏ-ଦୁଇଟି ସ୍ଥାନରେ ହାଲୁକା କୁହୁଡ଼ି ଦେଖାଯାଇଥିଲା ।  ଗତ ୨୪ ଘଣ୍ଟାରେ ନୟାଗଡ଼ରେ ସର୍ବାଧିକ ୩୬.୦° ସେଲସିୟସ୍ ତାପମାତ୍ରା ରେକର୍ଡ ହୋଇଥିବା ବେଳେ ଫୁଲବାଣୀରେ ସର୍ବନିମ୍ନ ୨୦.୦° ସେଲସିୟସ୍ ରେକର୍ଡ ହୋଇଛି ।  ସେହିପରି ଭୁବନେଶ୍ବର ରେ ୩୫.୫ ଡିଗ୍ରୀ ଓ କଟକରେ ୩୪.୮ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
124
ପୁଣି ଆସୁଛି ବର୍ଷା  ।  ଭଜିବ ଦଶହରା ।  ଭାରତୀୟ ପାଣିପାଗ କେନ୍ଦ୍ରର ଆକଳନ ୧୨ ଅକ୍ଟୋବର ପାଖାପାଖି ଉତ୍ତର ଆଣ୍ଡାମାନ ସାଗର ଉପରେ ଘୂର୍ଣ୍ଣି ପ୍ରବାହ ଗଠନ ହୋଇପାରେ ।  ଏହା ୧୩ ଅକ୍ଟୋବର ବେଳକୁ ଆଣ୍ଡାମାନ ସାଗର ଉପରେ ଲଘୁଚାପ କ୍ଷେତ୍ର ଗଠନ ହୋଇପାରେ ।  ୧୫ ଅକ୍ଟୋବର ପାଖାପାଖି: ଦକ୍ଷିଣ-ମଧ୍ୟ କିମ୍ବା ତାହା ସହିତ ଲାଗିଥିବା ମଧ୍ୟ ବଙ୍ଗୋପସାଗରରେ ଦୁର୍ବଳ ଅବପାତ ଗଠନ ହୋଇପାରେ ।  ୧୫ ଅକ୍ଟୋବର ପରେ: ଗତିପଥ ଓ ଶକ୍ତି ବିଷୟରେ ଅନିଶ୍ଚିତତା ରହିଛି ।
125
The post weather in Odisha : ଆଗାମୀ ୩ ଦିନ ପାଇଁ ଓଡ଼ିଶାର ପାଗ ଶୁଖିଲା ରହିବ, ବଢିପାରେ ଦିନର ତାପମାତ୍ରା appeared first on KNews Odisha.
126]]></content:encoded>
127
128					<wfw:commentRss>https://knewsodisha.com/state/the-weather-in-odisha-will-remain-dry-for-the-next-three-days-793197/feed</wfw:commentRss>
129			<slash:comments>0</slash:comments>
130
131
132			</item>
133		<item>
135		<link>https://knewsodisha.com/state/direct-flight-service-between-bhubaneswar-and-bangkok-resumes-today-793195</link>
136					<comments>https://knewsodisha.com/state/direct-flight-service-between-bhubaneswar-and-bangkok-resumes-today-793195#respond</comments>
137
138		<dc:creator><![CDATA[Nihar Ranjan Panda]]></dc:creator>
139		<pubDate>Fri, 02 Oct 2026 12:12:06 +0000</pubDate>
140				<category><![CDATA[ରାଜ୍ୟ]]></category>
141		<category><![CDATA[flight service]]></category>
142		<guid isPermaLink="false">https://knewsodisha.com/?p=793195</guid>
143
144					<description><![CDATA[
145
ଭୁବନେଶ୍ୱର : ଆଜିଠୁ ପୁଣି ଆରମ୍ଭ ହେଉଛି ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା ।  ଶୀତ ଋତୁକୁ ଦୃଷ୍ଟିରେ ରଖି ଏହି ଅନ୍ତର୍ଜାତୀୟ ରୁଟରେ ପୁଣି ବିମାନ ଚଳାଚଳ ଆରମ୍ଭ କରୁଛି ଇଣ୍ଡିଗୋ ।  ଗତ ଜୁଲାଇରୁ ଅସ୍ଥାୟୀ ଭାବେ ବନ୍ଦ ଥିବା ଏହି ସେବା ଆରମ୍ଭ ହେଉଥିବାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶକୁ ସିଧାସଳଖ ଯାତ୍ରା ପୁଣି ଚଳଚଞ୍ଚଳ ହେବ । ଆଜି ରାତି ୧୧ଟା ୦୫ରେ ଇଣ୍ଡିଗୋ ବିମାନ 6E-1065 ଭୁବନେଶ୍ୱରରୁ ବ୍ୟାଙ୍କକ […]
146
The post Flight Service : ଆଜିଠୁ ପୁଣି ଆରମ୍ଭ ହେଉଛି ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା, ୨୫ ତାରିଖରୁ ଦିନ ସମୟରେ ଉପଲବ୍ଧ ହେବ ସେବା appeared first on KNews Odisha.
147]]></description>
148										<content:encoded><![CDATA[
ଭୁବନେଶ୍ୱର : ଆଜିଠୁ ପୁଣି ଆରମ୍ଭ ହେଉଛି ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା ।  ଶୀତ ଋତୁକୁ ଦୃଷ୍ଟିରେ ରଖି ଏହି ଅନ୍ତର୍ଜାତୀୟ ରୁଟରେ ପୁଣି ବିମାନ ଚଳାଚଳ ଆରମ୍ଭ କରୁଛି ଇଣ୍ଡିଗୋ ।  ଗତ ଜୁଲାଇରୁ ଅସ୍ଥାୟୀ ଭାବେ ବନ୍ଦ ଥିବା ଏହି ସେବା ଆରମ୍ଭ ହେଉଥିବାରୁ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ବିଦେଶକୁ ସିଧାସଳଖ ଯାତ୍ରା ପୁଣି ଚଳଚଞ୍ଚଳ ହେବ ।
149
ଆଜି ରାତି ୧୧ଟା ୦୫ରେ ଇଣ୍ଡିଗୋ ବିମାନ 6E-1065 ଭୁବନେଶ୍ୱରରୁ ବ୍ୟାଙ୍କକ ଅଭିମୁଖେ ଉଡ଼ାଣ ଭରିବ।  ବ୍ୟାଙ୍କକରେ ପହଞ୍ଚିବା ପରେ ଆସନ୍ତାକାଲି ସକାଳ ପ୍ରାୟ ସାଢ଼େ ୫ଟାରେ ବିମାନଟି ପୁଣି ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିବ ।  ପ୍ରାରମ୍ଭିକ ଭାବେ ସପ୍ତାହକୁ ଦୁଇଥର ଏହି ସେବା ଉପଲବ୍ଧ ହେବ ।  ଭୁବନେଶ୍ୱରରୁ ଶୁକ୍ରବାର ଓ ସୋମବାର ଏବଂ ବ୍ୟାଙ୍କକରୁ ଶନିବାର ଓ ମଙ୍ଗଳବାର ବିମାନ ଚଳାଚଳ କରିବ ।
150
ତେବେ ଅକ୍ଟୋବର ୨୫ରୁ ବିମାନର ସମୟରେ ପରିବର୍ତ୍ତନ ହେବ।  ବର୍ତ୍ତମାନ ରାତିରେ ଉଡ଼ାଣ ଥିବାବେଳେ ୨୫ ତାରିଖରୁ ଦିନ ସମୟରେ ଏହି ସେବା ଉପଲବ୍ଧ ହେବ ।  କିଛି ମାସ ଧରି ଭୁବନେଶ୍ୱରରୁ ସିଧାସଳଖ ଅନ୍ତର୍ଜାତୀୟ ବିମାନ ସେବା ପ୍ରଭାବିତ ହୋଇଥିଲା ।  ଫଳରେ ଅନ୍ତର୍ଜାତୀୟ ବିମାନବନ୍ଦର ମାନ୍ୟତା ଥିବା ସତ୍ତ୍ୱେ ବିଜà­
150 ପଟ୍ଟନାୟକ ବିମାନବନ୍ଦରରୁ ବିଦେଶକୁ ସିଧାସଳଖ ଉଡ଼ାଣ ନଥିବା ନେଇ ଯାତ୍ରୀଙ୍କ ମଧ୍ୟରେ ନିରାଶା ରହିଥିଲା ।
151
ଏବେ ବ୍ୟାଙ୍କକ ସେବା ପୁଣି ଆରମ୍ଭ ହେବା ଯାତ୍ରୀଙ୍କ ପାଇଁ ଆଶ୍ୱସ୍ତି ଆଣିଛି। ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ଅନୁସାରେ, ଭୁବନେଶ୍ୱର-ବ୍ୟାଙ୍କକ ରୁଟରେ ଭଲ ଯାତ୍ରୀ ଚାହିଦା ରହିଛି। ଥାଇଲାଣ୍ଡ ଯାଉଥିବା ଓଡ଼ିଶାର ପର୍ଯ୍ୟଟକଙ୍କ ସହ ବ୍ୟବସାୟିକ ଯାତ୍ରୀଙ୍କ ପାଇଁ ମଧ୍ୟ ସିଧାସଳଖ ବିମାନ ସେବା ସୁବିଧାଜନକ ହେବ। ଏହାପରେ ନଜର ରହିଛି ଦୁବାଇ ଓ ସିଙ୍ଗାପୁର ସଂଯୋଗ ଉପରେ।
152
ସ୍ଥିତି ସ୍ୱାଭାବିକ ହେଲେ ଦୁବାଇ ବିମାନ ସେବା ପୁଣି ଆରମ୍ଭ କରିବା ଦିଗରେ ପ୍ରୟାସ ଚାଲିଛି ।  ସେହିପରି ସିଙ୍ଗାପୁର ରୁଟରେ ବର୍ତ୍ତମାନ ପର୍ଯ୍ୟାପ୍ତ ଯାତ୍ରୀ ଚାହିଦା ନଥିବା କୁହାଯାଉଛି ।  ଆଗାମୀ ଦିନରେ ଯାତ୍ରୀ ସଂଖ୍ୟା ବଢ଼ିଲେ ଏବଂ ଏୟାରଲାଇନ୍ସ ରାଜି ହେଲେ ସିଙ୍ଗାପୁରକୁ ମଧ୍ୟ ବିମାନ ସେବା ଆରମ୍ଭ ହୋଇପାରିବ ବୋଲି ବିମାନବନ୍ଦର କର୍ତ୍ତୃପକ୍ଷ ଆଶା ରଖିଛନ୍ତି ।
153
The post Flight Service : ଆଜିଠୁ ପୁଣି ଆରମ୍ଭ ହେଉଛି ଭୁବନେଶ୍ୱର-ବ୍ୟାଙ୍କକ ସିଧାସଳଖ ବିମାନ ସେବା, ୨୫ ତାରିଖରୁ ଦିନ ସମୟରେ ଉପଲବ୍ଧ ହେବ ସେବା appeared first on KNews Odisha.
154]]></content:encoded>
155
156					<wfw:commentRss>https://knewsodisha.com/state/direct-flight-service-between-bhubaneswar-and-bangkok-resumes-today-793195/feed</wfw:commentRss>
157			<slash:comments>0</slash:comments>
158
159
160			</item>
161		<item>
163		<link>https://knewsodisha.com/business-and-economy/porsche-cayenne-electric-launched-in-india-offers-a-range-of-642-km-793172</link>
164					<comments>https://knewsodisha.com/business-and-economy/porsche-cayenne-electric-launched-in-india-offers-a-range-of-642-km-793172#respond</comments>
165
166		<dc:creator><![CDATA[Lipsarani Rout]]></dc:creator>
167		<pubDate>Fri, 02 Oct 2026 11:46:23 +0000</pubDate>
168				<category><![CDATA[ବ୍ୟବସାୟ ଓ ଅର୍ଥନୀତି]]></category>
169		<category><![CDATA[automobile]]></category>
170		<category><![CDATA[electric car]]></category>
171		<category><![CDATA[price and features]]></category>
172		<guid isPermaLink="false">https://knewsodisha.com/?p=793172</guid>
173
174					<description><![CDATA[
175
ଭାରତୀୟ ବଜାରରେ ଇଲେକ୍ଟ୍ରିକ୍ ଗାଡ଼ିର ଚାହିଦା ଦିନକୁ ଦିନ ବଢ଼ିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଏବେ ଲଗଜୁରୀ କାର୍ କମ୍ପାନୀଗୁଡ଼ିକ ମଧ୍ୟ ଇଲେକ୍ଟ୍ରିକ୍ ସେଗମେଣ୍ଟରେ ନୂଆ କାର୍ ଲଞ୍ଚ କରୁଛନ୍ତି । ଜର୍ମାନୀର ଲଗଜୁରୀ କାର୍ ମେକର କମ୍ପାନୀ ପୋର୍ସେ ଭାରତୀୟ ଅଟୋମୋବାଇଲ୍ ବଜାରରେ ନିଜର ନୂଆ ଅଲ୍
175-ଇଲେକ୍ଟ୍ରିକ୍ SUV ପୋର୍ସେ କେୟେନ୍ ଇଲେକ୍ଟ୍ରିକ୍‌କୁ ଆଧିକାରିକ ଭାବେ ଲଞ୍ଚ କରିଛି । କମ୍ପାନୀ ଏହାକୁ ଦୁଇଟି ଭାରିଆଣ୍ଟରେ ଲଞ୍ଚ କରିଛି ଯାହା ହେଉଛି- ଷ୍ଟାଣ୍ଡାର୍ଡ କେୟେନ୍ […]
176
The post Porsche Cayenne Electric: ଭାରତରେ ଲଞ୍ଚ ହେଲା Porsche Cayenne Electric, ମିଳିବ ୬୪୨ କିମି ରେଞ୍ଜ appeared first on KNews Odisha.
177]]></description>
178										<content:encoded><![CDATA[
ଭାରତୀୟ ବଜାରରେ ଇଲେକ୍ଟ୍ରିକ୍ ଗାଡ଼ିର ଚାହିଦା ଦିନକୁ ଦିନ ବଢ଼ିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଏବେ ଲଗଜୁରୀ କାର୍ କମ୍ପାନୀଗୁଡ଼ିକ ମଧ୍ୟ ଇଲେକ୍ଟ୍ରିକ୍ ସେଗମେଣ୍ଟରେ ନୂଆ କାର୍ ଲଞ୍ଚ କରୁଛନ୍ତି । ଜର୍ମାନୀର ଲଗଜୁରୀ କାର୍ ମେକର କମ୍ପାନୀ ପୋର୍ସେ ଭାରତୀୟ ଅଟୋମୋବାଇଲ୍ ବଜାରରେ ନିଜର ନୂଆ ଅଲ୍-ଇଲେକ୍ଟ୍ରିକ୍ SUV ପୋର୍ସେ କେୟେନ୍ ଇଲେକ୍ଟ୍ରିକ୍‌କୁ ଆଧିକାରିକ ଭାବେ ଲଞ୍ଚ କରିଛି । କମ୍ପାନୀ ଏହାକୁ ଦୁଇଟି ଭାରିଆଣ୍ଟରେ ଲଞ୍ଚ କରିଛି ଯାହା ହେଉଛି- ଷ୍ଟାଣ୍ଡାର୍ଡ କେୟେନ୍ ଇଲେକ୍ଟ୍ରିକ୍ ଏବଂ ହାଇ-ପରଫର୍ମାନ୍ସ କେୟେନ୍ ଇଲେକ୍ଟ୍ରିକ୍ ଟର୍ବୋ ।
179
ଭାରତରେ ଏହାର ଷ୍ଟାଣ୍ଡାର୍ଡ ମଡେଲର ପ୍ରାରମ୍ଭିକ ଏକ୍ସ-ଶୋରୁମ୍ ମୂଲ୍ୟ ୧.୭୭ କୋଟି ଟଙ୍କା ରଖାଯାଇଛି । ସେହିପରି ଟପ୍-ଅଫ୍-ଦ-ଲାଇନ୍ ଟର୍ବୋ ଭାରିଆଣ୍ଟର ମୂଲ୍ୟ ୨.୨୭ କୋଟି ଟଙ୍କା ରହିଛି । ପୋର୍ସେର ଏହି ନୂଆ ଲକ୍ସୁରୀ ଇଲେକ୍ଟ୍ରିକ୍ SUV ଏକ ନୂଆ ଆର୍କିଟେକ୍ଚର୍ ଉପରେ ବେସ୍ଡ । ଏହା ଗାଡ଼ିକୁ ପୂର୍ବ ଅପେକ୍ଷା ଅଧିକ ସ୍ପେସିଅସ୍, ସ୍ପୋର୍ଟି ଏବଂ ଆଡଭାନ୍ସଡ କରିଛି । ପରଫର୍ମାନ୍ସ ବିଷୟରେ କହିଲେ, ନୂଆ ପୋର୍ସେ କେୟେନ୍ ଇଲେକ୍ଟ୍ରିକ୍ ଟର୍ବୋ କୌଣସି ରେସ୍ କାରଠାରୁ କମ୍ ନୁହେଁ । ଏହାର ଟର୍ବୋ ଭାରିଆଣ୍ଟରେ ଲଞ୍ଚ କଣ୍ଟ୍ରୋଲ୍ ସହ ୧,୧୫୬ PSର ବଡ଼ ପାୱାର୍ ଏବଂ ୧,୫୦୦ Nmର ଟର୍କ ମିଳୁଛି । ଏହା ଏହାକୁ ଭାରତର ସବୁଠାରୁ ପାୱାରଫୁଲ୍ ପୋର୍ସେ କାରରେ ପରିଣତ କରିଛି । ଏହି SUV ମାତ୍ର ୨.୫ ସେକେଣ୍ଡରେ ୦ରୁ ୧୦୦ କିମି/ଘଣ୍ଟା ବେଗ ହାସଲ କରିପାରେ । ସେହିପରି ୦ରୁ ୨୦୦ କିମି/ଘଣ୍ଟା ବେଗରେ ପହଞ୍ଚିବାକୁ ଏହାକୁ ମାତ୍ର ୭.୪ ସେକେଣ୍ଡ ସମୟ ଲାଗେ । ଏହାର ଟପ୍ ସ୍ପିଡ୍ ୨୬୦ କିମି/ଘଣ୍ଟା ରହିଛି । ଅନ୍ୟପକ୍ଷ
179ରେ, ଏହାର ଷ୍ଟାଣ୍ଡାର୍ଡ ମଡେଲ୍ ୪୦୮ bhp ପାୱାର୍ ଜେନେରେଟ୍ କରେ, ଯାହା ଦୈନନ୍ଦିନ ଡ୍ରାଇଭିଂ ପାଇଁ ଯଥେଷ୍ଟ ଉପଯୋଗୀ ।
180
ଲମ୍ବା ଦୂରତା ଯାତ୍ରା ପାଇଁ କେୟେନ୍ ଇଲେକ୍ଟ୍ରିକ୍ ଟର୍ବୋରେ ୧୧୩ kWh କ୍ଷମତାର ହାଇ-ଭୋଲ୍ଟେଜ୍ ବ୍ୟାଟେରୀ ପ୍ୟାକ୍ ଦିଆଯାଇଛି । ଏହା ଥରେ ପୂରା ଚାର୍ଜ ହେଲେ ୬୨୩ କିଲୋମିଟର ପର୍ଯ୍ୟନ୍ତ ଡ୍ରାଇଭିଂ ରେଞ୍ଜ ଦେଇପାରେ । ସେହିପରି ଷ୍ଟାଣ୍ଡାର୍ଡ ଭାରିଆଣ୍ଟରେ ୬୪୨ କିଲୋମିଟର ପର୍ଯ୍ୟନ୍ତ ରେଞ୍ଜ ମିଳୁଛି । ଏହି SUVରେ ୮୦୦-ଭୋଲ୍ଟ ଫାଷ୍ଟ-ଚାର୍ଜିଂ ଆର୍କିଟେକ୍ଚର୍ ଦିଆଯାଇଛି । ଏହାର ସାହାଯ୍ୟରେ କାର୍‌ର ବ୍ୟାଟେରୀ ୧୦ରୁ ୮୦ ପ୍ରତିଶତ ପର୍ଯ୍ୟନ୍ତ ଚାର୍ଜ ହେବାକୁ ୧୬ ମିନିଟ୍‌ରୁ ମଧ୍ୟ କମ୍ ସମୟ ଲାଗେ । ଏହା ଲମ୍ବା ଯାତ୍ରା ସମୟରେ ଚାର୍ଜିଂ ପାଇଁ ଲାଗୁଥିବା ସମୟକୁ ଯଥେଷ୍ଟ କମାଇଥାଏ । ଡିଜାଇନ୍ ଦୃଷ୍ଟିରୁ ନୂଆ କେୟେନ୍ ଇଲେକ୍ଟ୍ରିକ୍‌କୁ ପୂର୍ବ ଅପେକ୍ଷା ଅଧିକ ଲମ୍ବା ଏବଂ ଚଉଡ଼ା କରାଯାଇଛି । ଏହାର ଲମ୍ବ ୪,୯୮୫ ମିମି, ଚଉଡ଼ା ୧,୯୮୦ ମିମି, ଉଚ୍ଚତା ୧,୬୭୪ ମିମି ଏବଂ ହ୍ୱିଲ୍‌ବେସ୍ ୩,୦୨୩ ମିମି ରହିଛି ।
181
ଏଥିରେ ସ୍ମୁଥ୍ ସର୍ଫେସ୍ ସହ କ୍ଲାସିକ୍ ପୋର୍ସେ ଲୁକ୍ ଦିଆଯାଇଛି। କାର୍‌ର ସ୍ଥିରତା ଏବଂ ହ୍ୟାଣ୍ଡଲିଂକୁ ଉନ୍ନତ କରିବା ପାଇଁ ଏଥିରେ ପୋର୍ସେ ଆକ୍ଟିଭ୍ ସସ୍ପେନ୍ସନ୍ ମ୍ୟାନେଜମେଣ୍ଟ ସହ ଆଡାପ୍ଟିଭ୍ ଏୟାର୍ ସସ୍ପେନ୍ସନ୍, ରିୟର୍ ଆକ୍ସେଲ୍ ଷ୍ଟିୟରିଂ, ମୁଭେବଲ୍ କୁଲିଂ ଫ୍ଲାପ୍ସ ଏବଂ ଏକ ଆକ୍ଟିଭ୍ ରିୟର୍ ସ୍ପଏଲର୍ ଷ୍ଟାଣ୍ଡାର୍ଡ ଭାବେ ଦିଆଯାଇଛି । କାର୍‌ର ଇଣ୍ଟେରିୟର୍‌କୁ ମଧ୍ୟ ଅତ୍ୟାଧୁନିକ ଏବଂ ଆରାମଦାୟକ କରାଯାଇଛି । କେବିନ୍‌ରେ ୧୨.୨୫ ଇଞ୍ଚର କର୍ଭଡ୍ OLED ଫ୍ଲୋ ଡିସପ୍ଲେ ଦିଆଯାଇଛି, ଯାହା ମୁଖ୍ୟ ଫଙ୍କସନ୍‌ଗୁଡ଼ିକୁ ଡ୍ରାଇଭରଙ୍କ ସହଜ ପହଞ୍ଚ ମଧ୍ୟରେ ରଖେ । ଏହା ସହିତ ଡ୍ରାଇଭରଙ୍କ ପାଇଁ ୧୪.୨୫ ଇଞ୍ଚର OLED ଇନ୍‌ଷ୍ଟ୍ରୁମେଣ୍ଟ୍ କ୍ଲଷ୍ଟର୍ ଏବଂ ଫ୍ରଣ୍ଟ୍ ପ୍ୟାସେଞ୍ଜର୍ ପାଇଁ ଏକ ଅଲଗା ଟଚ୍‌ସ୍କ୍ରିନ୍ ଦିଆଯାଇଛି । କେବିନ୍‌ର ଅନ୍ୟାନ୍ୟ ଫିଚର୍ସ ମଧ୍ୟରେ ଅଗମେଣ୍ଟେଡ୍ ରିଅଲିଟି ହେଡ୍-ଅପ୍ ଡିସପ୍ଲେ, ପାନୋରାମିକ୍ ରୁଫ୍ ପାଇଁ ପ୍ୟାଟର୍ନ ଲାଇଟିଂ ଏବଂ ଥଣ୍ଡା ପାଗ ପାଇଁ ପ୍ୟାସେଞ୍ଜର୍ କଣ୍ଟାକ୍ଟ ସର୍ଫେସ୍‌ରେ ହିଟିଂ ସିଷ୍ଟମ୍ ଭଳି ଅତ୍ୟାଧୁନିକ ଫିଚର୍ସ ସାମିଲ ରହିଛି ।
182
Also Read: Tata Sierra Dark Edition: ଡାର୍କ ଲୁକ୍‌ରେ ଆସିଲା Tata Sierra, ଜାଣନ୍ତୁ ଦାମ ଓ ଫିଚର୍‌
183
184
The post Porsche Cayenne Electric: ଭାରତରେ ଲଞ୍ଚ ହେଲା Porsche Cayenne Electric, ମିଳିବ ୬୪୨ କିମି ରେଞ୍ଜ appeared first on KNews Odisha.
185]]></content:encoded>
186
187					<wfw:commentRss>https://knewsodisha.com/business-and-economy/porsche-cayenne-electric-launched-in-india-offers-a-range-of-642-km-793172/feed</wfw:commentRss>
188			<slash:comments>0</slash:comments>
189
190
191			</item>
192		<item>
194		<link>https://knewsodisha.com/sports/anshul-kamboj-will-replace-prasidh-krishna-in-team-india-793185</link>
195					<comments>https://knewsodisha.com/sports/anshul-kamboj-will-replace-prasidh-krishna-in-team-india-793185#respond</comments>
196
197		<dc:creator><![CDATA[Swagatika]]></dc:creator>
198		<pubDate>Fri, 02 Oct 2026 11:27:12 +0000</pubDate>
199				<category><![CDATA[କ୍ରୀଡା]]></category>
200		<category><![CDATA[ind vs wi]]></category>
201		<guid isPermaLink="false">https://knewsodisha.com/?p=793185</guid>
202
203					<description><![CDATA[
204
ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଉଥିବା ଦିନିକିଆ ସିରିଜର ୩ୟ ମ୍ୟାଚରେ ଟିମ୍ ଇଣ୍ଡିଆରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଦ୍ୱିତୀୟ ମ୍ୟାଚରେ ଆହତ ହୋଇଛନ୍ତି ପେସ୍ ବୋଲର ପ୍ରସିଦ୍ଧ କ୍ରିଷ୍ଣା । ତେଣୁ ଶନିବାର ହେବାକୁ ଥିବା ତୃତୀୟ ଦିନିକିଆରୁ ତାଙ୍କୁ ବାଦ ଦିଆଯାଇଛି । ପ୍ରସିଦ୍ଧଙ୍କ ସ୍ଥାନରେ ପେସ୍ ବୋଲ ଅଂଶୁଲ କାମ୍ବୋଜଙ୍କୁ ଡ଼ାକରା ମିଳିଛି । ଗୌହାଟୀରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ପ୍ରସିଦ୍ଧ କ୍ରିଷ୍ଣା ଆହତ ହୋଇଥିଲେ । ଫିଲ୍ଡିଂ କରୁଥିବା ସମୟରେ ତାଙ୍କ ଜଙ୍ଘ […]
205
The post Prasidh Krishna Injured : ଆହତ ସମସ୍ୟା ଯୋଗୁଁ ୩ୟ ଦିନିକିଆରୁ ବାଦ୍ ପଡିଲେ ପ୍ରସିଦ୍ଧ କ୍ରିଷ୍ଣା, ଅଂଶୁଲଙ୍କ ଡାକରା appeared first on KNews Odisha.
206]]></description>
207										<content:encoded><![CDATA[
ୱେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଉଥିବା ଦିନିକିଆ ସିରିଜର ୩ୟ ମ୍ୟାଚରେ ଟିମ୍ ଇଣ୍ଡିଆରେ ପରିବର୍ତ୍ତନ ଦେଖିବାକୁ ମିଳିବ । ଦ୍ୱିତୀୟ ମ୍ୟାଚରେ ଆହତ ହୋଇଛନ୍ତି ପେସ୍ ବୋଲର ପ୍ରସିଦ୍ଧ କ୍ରିଷ୍ଣା । ତେଣୁ ଶନିବାର ହେବାକୁ ଥିବା ତୃତୀୟ ଦିନିକିଆରୁ ତାଙ୍କୁ ବାଦ ଦିଆଯାଇଛି । ପ୍ରସିଦ୍ଧଙ୍କ ସ୍ଥାନରେ ପେସ୍ ବୋଲ ଅଂଶୁଲ କାମ୍ବୋଜଙ୍କୁ ଡ଼ାକରା ମିଳିଛି ।
208
ଗୌହାଟୀରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ପ୍ରସିଦ୍ଧ କ୍ରିଷ୍ଣା ଆହତ ହୋଇଥିଲେ । ଫିଲ୍ଡିଂ କରୁଥିବା ସମୟରେ ତାଙ୍କ ଜଙ୍ଘ ମାଂସପେଶୀରେ ଆଘାତ ଲାଗିଥିଲା । ଦ୍ବିତୀୟ ମ୍ୟାଚରେ ୫ ଓଭର ବୋଲିଂ କରି ଗୋଟିଏ ୱିକେଟ୍ ନେଇଥିଲେ । ଭାରତ ଏ ଓ ଅଷ୍ଟ୍ରେଲିଆ ଏ’ ମଧ୍ୟରେ ପୁଡ଼ୁଚେରୀରେ ଖେଳାଯାଉଥିବା ଦ୍ୱିତୀୟ ଅନଫିସିଆଲ ଟେଷ୍ଟରେ କାମ୍ବୋଜ ଏକାଦଶର ସଦସ୍ୟ ରହିଥିଲେ । କିନ୍ତୁ ସିନିୟର ଦଳରୁ ଡ଼ାକରା ମିଳିଥିବାର ଖବର ପାଇବା ପରେ ସେ ଚଣ୍ଡୀଗଡ଼ ଅଭିମୁଖେ ଯାତ୍ରା କରିଛନ୍ତି । ତାଙ୍କ ଅନୁପସ୍ଥିତିରେ ପ୍ରଫୁଲ୍ଲ ହିଙ୍ଗେଙ୍କୁ ଦ୍ୱିତୀୟ ଇନିଂସ ଖେଳିବା ପାଇଁ ଏକାଦଶରେ ସାମିଲ କରାଯାଇଥିଲା । ସେ ମଧ୍ୟ ୭ ଓଭର ବୋଲିଂ କରି ଗୋଟିଏ ୱିକେଟ୍ ନେଇଥିଲେ ।
209
ଭାରତ ଏର ମ୍ୟାଚ୍ ଭିତରେ ଟିମ୍ ଇ
209ଣ୍ଡିଆ ସହ ଯୋଡି ହୋଇଛନ୍ତି ଅଂଶୁଲ କାମ୍ବୋଜ । ପ୍ରସିଦ୍ଧ କ୍ରିଷ୍ଣାଙ୍କ ରିପ୍ଲେସମେଣ୍ଟ ହେବେ । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ଦିନିକିଆ ଅକ୍ଟୋବର ୩ ତାରିଖରେ ମୁଲାନପୁରରେ ଖେଳାଯିବ। ଏହି ମ୍ୟାଚ୍ ପାଇଁ କୃଷ୍ଣଙ୍କ ସ୍ଥାନରେ କାମ୍ବୋଜଙ୍କୁ ଦଳରେ ସାମିଲ କରାଯାଇଛି । ୱେଷ୍ଟ ଇଣ୍ଡିଜ ବିପକ୍ଷ ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୨-୦ରେ ଆଗୁଆ ସିରିଜ୍ କବଜା କରିସାରିଛି । ନ୍ୟୁ ଚଣ୍ଡିଗଡରେ ଖେଳାଯିବାକୁ ଥିବା ତୃତୀୟ ତଥା ଅନ୍ତିମ ଦିନିକିଆରେ ଭାରତ କ୍ଲିନ୍ ସୁଇପ୍ ଟାର୍ଗେଟ୍ ରଖିଛି ।
210
Also Read : ODI World Cup 2027 : ଦିନିକିଆ ବିଶ୍ବକପ ୨୦୨୭ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି, ଅକ୍ଟୋବର ୨ ରୁ ଆରମ୍ଭ
211
The post Prasidh Krishna Injured : ଆହତ ସମସ୍ୟା ଯୋଗୁଁ ୩ୟ ଦିନିକିଆରୁ ବାଦ୍ ପଡିଲେ ପ୍ରସିଦ୍ଧ କ୍ରିଷ୍ଣା, ଅଂଶୁଲଙ୍କ ଡାକରା appeared first on KNews Odisha.
212]]></content:encoded>
213
214					<wfw:commentRss>https://knewsodisha.com/sports/anshul-kamboj-will-replace-prasidh-krishna-in-team-india-793185/feed</wfw:commentRss>
215			<slash:comments>0</slash:comments>
216
217
218			</item>
219		<item>
221		<link>https://knewsodisha.com/state/state-governments-habishiali-scheme-in-puri-to-begin-on-october-26-793184</link>
222					<comments>https://knewsodisha.com/state/state-governments-habishiali-scheme-in-puri-to-begin-on-october-26-793184#respond</comments>
223
224		<dc:creator><![CDATA[Nihar Ranjan Panda]]></dc:creator>
225		<pubDate>Fri, 02 Oct 2026 11:26:00 +0000</pubDate>
226				<category><![CDATA[ରାଜ୍ୟ]]></category>
227		<category><![CDATA[Habisyali Scheme]]></category>
228		<guid isPermaLink="false">https://knewsodisha.com/?p=793184</guid>
229
230					<description><![CDATA[
231
ପୁରୀ : ପୁରୀରେ ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା ଅକ୍ଟୋବର ୨୬ ରୁ ହୋଇ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ।  ଆସନ୍ତା ୬ ତାରିଖ ଦିନ ଆରମ୍ଭ ହେବ ଅନଲାଇନ୍ ଆବେଦନ ପ୍ରକ୍ରିୟା ।  ଚଳିତ ବର୍ଷ ପୁରୀ ବୃନ୍ଦାବତୀ ନିବାସ ,ପୌର କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଆଦି ୩ ଟି ସ୍ଥାନରେ ୨୫୦୦ ହବିଷିଆଳିଙ୍କ ନିଃଶୁଳ୍କ ରହଣୀ,ସ୍ୱତନ୍ତ୍ର ଶ୍ରୀମନ୍ଦିର ଦର୍ଶନ,ମାଗଣା ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଉଛି । ରାଜ୍ୟ
231ର […]
232
The post Habishiali Scheme : ଅକ୍ଟୋବର ୨୬ ପୁରୀରେ ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା, ୬ ତାରିଖରୁ ଅନଲାଇନ୍ ଆବେଦନ appeared first on KNews Odisha.
233]]></description>
234										<content:encoded><![CDATA[
ପୁରୀ : ପୁରୀରେ ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା ଅକ୍ଟୋବର ୨୬ ରୁ ହୋଇ ନଭେମ୍ବର ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ ।  ଆସନ୍ତା ୬ ତାରିଖ ଦିନ ଆରମ୍ଭ ହେବ ଅନଲାଇନ୍ ଆବେଦନ ପ୍ରକ୍ରିୟା ।  ଚଳିତ ବର୍ଷ ପୁରୀ ବୃନ୍ଦାବତୀ ନିବାସ ,ପୌର କଲ୍ୟାଣ ମଣ୍ଡପ ଓ ରେଲୱେ ଟୁରିଷ୍ଟ କମ୍ପ୍ଲେକ୍ସ ଆଦି ୩ ଟି ସ୍ଥାନରେ ୨୫୦୦ ହବିଷିଆଳିଙ୍କ ନିଃଶୁଳ୍କ ରହଣୀ,ସ୍ୱତନ୍ତ୍ର ଶ୍ରୀମନ୍ଦିର ଦର୍ଶନ,ମାଗଣା ମହାପ୍ରସାଦ ସେବନ ବ୍ୟବସ୍ଥା କରାଯାଉଛି ।
235
235ରାଜ୍ୟର ୩୦ଟି ଜିଲ୍ଲାରୁ ଆବେଦନକାରୀ https://edistrict.odisha.gov.in ମାଧ୍ୟମରେ ଆବେଦନ କରିପାରିବେ । ନୂଆ ଆବେଦନକାରୀଙ୍କୁ ପ୍ରାଧାନ୍ୟ ଦିଆଯିବ। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ହବିଷିଆଳିଙ୍କ ରହଣୀ,ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ,ସ୍ୱେଚ୍ଛାସେବୀ ମୁତୟନ , ଭଜନ କୀର୍ତ୍ତନ ,ପୂଜା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି।କେବଳ ଅନଲାଇନ୍ ରେଜିଷ୍ଟ୍ରେସନ୍ ମାଧ୍ୟମରେ ହବିଷିଆଳୀି ପଞ୍ଜୀକରଣ କରିବେ ।
236
Also read :  Naveen Patnaik: ଜନସମ୍ପର୍କ ପଦଯାତ୍ରାରେ ନବୀନ ପଟ୍ଟନାୟକଙ୍କ ପ୍ରତିକ୍ରିୟା, କହିଲେ ଲୋକଙ୍କ କଥା ଶୁଣିବାକୁ କେହି…
237
The post Habishiali Scheme : ଅକ୍ଟୋବର ୨୬ ପୁରୀରେ ରାଜ୍ୟ ସରକାରଙ୍କ ହବିଷିଆଳି ଯୋଜନା, ୬ ତାରିଖରୁ ଅନଲାଇନ୍ ଆବେଦନ appeared first on KNews Odisha.
238]]></content:encoded>
239
240					<wfw:commentRss>https://knewsodisha.com/state/state-governments-habishiali-scheme-in-puri-to-begin-on-october-26-793184/feed</wfw:commentRss>
241			<slash:comments>0</slash:comments>
242
243
244			</item>
245		<item>
247		<link>https://knewsodisha.com/nation-and-world/bsf-kills-two-pakistani-intruders-during-attempt-enter-in-tarn-taran-border-793182</link>
248					<comments>https://knewsodisha.com/nation-and-world/bsf-kills-two-pakistani-intruders-during-attempt-enter-in-tarn-taran-border-793182#respond</comments>
249
250		<dc:creator><![CDATA[Swagatika]]></dc:creator>
251		<pubDate>Fri, 02 Oct 2026 11:06:51 +0000</pubDate>
252				<category><![CDATA[ଦେଶ ବିଦେଶ]]></category>
253		<category><![CDATA[intruder]]></category>
254		<category><![CDATA[punjab]]></category>
255		<guid isPermaLink="false">https://knewsodisha.com/?p=793182</guid>
256
257					<description><![CDATA[
258
ନୂଆଦିଲ୍ଲୀ : ପଞ୍ଜାବର ତରନତାରନରେ ସୀମା ଡେଇଁ ପଶିବାକୁ ଚାହୁଁଥିଲେ ପାକିସ୍ତାନୀ । ପ୍ରବେଶକାରୀଙ୍କୁ ବିଏସଏଫ ଗୁଳି କରିଛି । ପାକିସ୍ତାନ ପଟୁକିଛି ବ୍ୟକ୍ତି ଭାରତ ମଧ୍ୟରେ ବେଆଇନ ବାବେ ପ୍ରବେଶ କରୁଥିବା ବେଳେ ବିଏସଏଫ ପକ୍ଷରୁ ଆକ୍ସନ ନିଆଯାଇଛି । ଆଜି ଅପରାହ୍ନ ୧୨ଟାରେ ବିଏସଏଫ ଯବାନ ସନ୍ଦିଗ୍ଧଙ୍କ ଗତିବିଧିକୁ ତଦାରଖ କରୁଥିଲେ । ବିଏସଏଫ ପକ୍ଷ
258ରୁ ସେମାନଙ୍କୁ ଚେତାବନୀ ଦିଆଯାଇଥିଲା, କିନ୍ତୁ ସେମାନେ ନ ରହିବାରୁ ଯବାନ ଗୁଳିକରିଥିଲେ । ଖବର ମୁତାବକ, ତରନତାରନରେ […]
259
The post Bsf Kills Two Pakistani : ଭାରତକୁ ସୀମା ଡେଇଁ ପଶୁଥିଲେ ପାକିସ୍ତାନୀ, ଯବାନଙ୍କ ଗୁଳିରେ ୨ ମୃତ appeared first on KNews Odisha.
260]]></description>
261										<content:encoded><![CDATA[
ନୂଆଦିଲ୍ଲୀ : ପଞ୍ଜାବର ତରନତାରନରେ ସୀମା ଡେଇଁ ପଶିବାକୁ ଚାହୁଁଥିଲେ ପାକିସ୍ତାନୀ । ପ୍ରବେଶକାରୀଙ୍କୁ ବିଏସଏଫ ଗୁଳି କରିଛି । ପାକିସ୍ତାନ ପଟୁକିଛି ବ୍ୟକ୍ତି ଭାରତ ମଧ୍ୟରେ ବେଆଇନ ବାବେ ପ୍ରବେଶ କରୁଥିବା ବେଳେ ବିଏସଏଫ ପକ୍ଷରୁ ଆକ୍ସନ ନିଆଯାଇଛି । ଆଜି ଅପରାହ୍ନ ୧୨ଟାରେ ବିଏସଏଫ ଯବାନ ସନ୍ଦିଗ୍ଧଙ୍କ ଗତିବିଧିକୁ ତଦାରଖ କରୁଥିଲେ । ବିଏସଏଫ ପକ୍ଷରୁ ସେମାନଙ୍କୁ ଚେତାବନୀ ଦିଆଯାଇଥିଲା, କିନ୍ତୁ ସେମାନେ ନ ରହିବାରୁ ଯବାନ ଗୁଳିକରିଥିଲେ ।
262
ଖବର ମୁତାବକ, ତରନତାରନରେ ଥିବା ଭାରତୀୟ ସୀମା ରେଖା ମଧ୍ୟକୁ କିଛି ପାକିସ୍ତାନୀ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ବିଏସଏଫ ଯବାନ ସେମାନଙ୍କୁ ରୋକିବାକୁ କହିଥିଲେ । କିନ୍ତୁ ସେମାନେ ଭାରତୀୟ ଯବାନଙ୍କ କଥା ଶୁଣି ନଥିଲେ । ଯାହା ଫଳରେ ଯବାନମାନେ ଗୁଳି ଚାଳନା କରିଥିଲେ । ଏଥିରେ ଦୁଇ ଜଣ ପାକିସ୍ତାନୀ ନିହତ ହୋଇଛନ୍ତି । ତେବେ ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ବଢାଇଦିଆଯାଇଛି ।
263
ତେବେ ଫାୟାରିଂ ବେଳେ ଅନ୍ୟ କିଛି ଜଣ ପାକିସ୍ତାନ ଆଡକୁ ଧାଇଁଥିଲେ । ଫଳରେ ସେମାନେ ବର୍ତ୍ତି ଯାଇଛନ୍ତି । ତେବେ ଏମାନେ କେଉଁ କାରଣ ପାଇଁ ଭାରତର ଅନୁପ୍ରବେଶ କରୁଥିଲେ ସେନେଇ ତଦନ୍ତ ଜାରି ରହିଛି । ଦୁଇ ମୃତକଙ୍କ ପରିଚୟ ମିଳିନାହିଁ । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ କରୁଛି । ଯାଞ୍ଚ ଏଜେନ୍ସୀ ଏମାନଙ୍କ ପରିଚୟ ଖୋଜିବାକୁ ଚେଷ୍ଟା କରୁଛି ।
264
Also Read : Nepal avalanche: ନେପାଳ ହିମଲୁଙ୍ଗ ହିମାଲ ବେସ୍ କ୍ୟାମ୍ପରେ ଭୟାବହ ହିମସ୍ଖଳନ, ୧୫ ଜଣ ପର୍ବାତାରୋହୀଙ୍କ ମୃତ୍ୟ
264ୁ
265
The post Bsf Kills Two Pakistani : ଭାରତକୁ ସୀମା ଡେଇଁ ପଶୁଥିଲେ ପାକିସ୍ତାନୀ, ଯବାନଙ୍କ ଗୁଳିରେ ୨ ମୃତ appeared first on KNews Odisha.
266]]></content:encoded>
267
268					<wfw:commentRss>https://knewsodisha.com/nation-and-world/bsf-kills-two-pakistani-intruders-during-attempt-enter-in-tarn-taran-border-793182/feed</wfw:commentRss>
269			<slash:comments>0</slash:comments>
270
271
272			</item>
273		<item>
275		<link>https://knewsodisha.com/state/rape-at-gunpoint-womens-commission-registers-suo-motu-case-793177</link>
276					<comments>https://knewsodisha.com/state/rape-at-gunpoint-womens-commission-registers-suo-motu-case-793177#respond</comments>
277
278		<dc:creator><![CDATA[Nihar Ranjan Panda]]></dc:creator>
279		<pubDate>Fri, 02 Oct 2026 10:56:37 +0000</pubDate>
280				<category><![CDATA[ରାଜ୍ୟ]]></category>
281		<category><![CDATA[Nayapalli rape]]></category>
282		<guid isPermaLink="false">https://knewsodisha.com/?p=793177</guid>
283
284					<description><![CDATA[
285
ଭୁବନେଶ୍ବର : ବନ୍ଧୁକ ମୁନରେ ଦୁଷ୍କର୍ମ, ନିଜ ଆଡ଼ୁ ମାମଲା ରୁଜୁ କଲେ ମହିଳା କମିଶନ । ଭୁବନେଶ୍ବର ଡିସିପିଙ୍କୁ ରିପୋର୍ଟ ଦାଖଲ ନିର୍ଦ୍ଦେଶ । ଘଟଣାର ସବିଶେଷ ତଦନ୍ତ ରିପୋର୍ଟ ମାଗିଲେ କମିଶନ । ଭୁବନେଶ୍ବର ନୟାପଲ୍ଲୀ ବେହେରା ସାହିରେ ଗନ୍ ପଏଣ୍ଟରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଏବେ କମିଶନରେଟ୍ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ। ଅଭିଯୁକ୍ତର ପରିଚୟ ଖୋଜିବା ସହ ସେ କେଉଁଠୁ ଆସିଥିଲା, ଘଟଣା ପରେ କେଉଁ ରାସ୍ତାରେ ଯାଇଥିଲା ଏବଂ କେଉଁଠି […]
286
The post R**E in Gunpoint : ବନ୍ଧୁକ ମୁନରେ ଦୁଷ୍କର୍ମ, ନିଜ ଆଡ଼ୁ ମାମଲା ରୁଜୁ କଲେ ମହିଳା କମିଶନ appeared first on KNews Odisha.
287]]></description>
288										<content:encoded><![CDATA[
ଭୁବନେଶ୍ବର : ବନ୍ଧୁକ ମୁନରେ ଦୁଷ୍କର୍ମ, ନିଜ ଆଡ଼ୁ ମାମଲା ରୁଜୁ କଲେ ମହିଳା କମିଶନ । ଭୁବନେଶ୍ବର ଡିସିପିଙ୍କୁ ରିପୋର୍ଟ ଦାଖଲ ନିର୍ଦ୍ଦେଶ । ଘଟଣାର ସବିଶେଷ ତଦନ୍ତ ରିପୋର୍ଟ ମାଗିଲେ କମିଶନ । ଭୁବନେଶ୍ବର ନୟାପଲ୍ଲୀ ବେହେରା ସାହିରେ ଗନ୍ ପଏଣ୍ଟରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଏବେ କମିଶନରେଟ୍ ପୋଲିସ ପାଇଁ ବଡ଼ ଚ୍ୟାଲେଞ୍ଜ।
289
ଅଭିଯୁକ୍ତର ପରିଚୟ ଖୋଜିବା ସହ ସେ କେଉଁଠୁ ଆସିଥିଲା, ଘଟଣା ପରେ କେଉଁ ରାସ୍ତାରେ ଯାଇଥିଲା ଏବଂ କେଉଁଠି ଲୁଚିଛି ଏସବୁର ଉତ୍ତର ଖୋଜୁଛି ପୋଲିସ। ଏପଟେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ BNS ଧାରା ୧୮୩ରେ କୋର୍ଟରେ ବୟାନ ରେକର୍ଡ କରିଛି ପୋଲିସ । କିଭଳି ତାଙ୍କୁ ଘରେ ଏକାକିର ସୁଯୋଗ ଦେଖି ଅଭିଯୁକ୍ତ ତାଙ୍କ ସହ ବନ୍ଧୁକ ମୁନରେ ଦୁଷ୍କର୍ମ କରିଥିଲା। ଏପରିକି ହାତ ଗୋଡ ବାଧି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ଅଭିଯୁକ୍ତ।
290
ପ୍ରଥମେ ତଦନ୍ତକାରୀ ଅଧକାରୀ BNS ୧୮୦ରେ ମଧ୍ୟ ବୟାନ ରେକର୍ଡ ହୋଇଥିଲା। ପୋଲିସ ମାସ୍କ ପିନ୍ଧା ଦୁର୍ବୁତ୍ତକୁ ଖୋଜୁଛି ପୋଲିସ୍। ଭୁବନେଶ୍ବର ନୟାପଲ୍ଲୀ ଦୁଷ୍କର୍ମ ଘଟଣାର ଅଭିଯୁକ୍ତକୁ ଖୋଜୁଛି ପୋଲିସ । ସିସିଟିଭି ଫୁଟେଜ ଆଧାରରେ ଅଭିଯୁକ୍ତକୁ ଚିହ୍ନଟ ପାଇଁ ପ୍ରୟାସ ଚଳାଇଛି ପୋଲିସ । ଏନେà¬
290‡ ଚାରୋଟି ଟିମ୍ ଗଠନ ହୋଇ ତଦନ୍ତ ଚାଲିଛି ।
291
The post R**E in Gunpoint : ବନ୍ଧୁକ ମୁନରେ ଦୁଷ୍କର୍ମ, ନିଜ ଆଡ଼ୁ ମାମଲା ରୁଜୁ କଲେ ମହିଳା କମିଶନ appeared first on KNews Odisha.
292]]></content:encoded>
293
294					<wfw:commentRss>https://knewsodisha.com/state/rape-at-gunpoint-womens-commission-registers-suo-motu-case-793177/feed</wfw:commentRss>
295			<slash:comments>0</slash:comments>
296
297
298			</item>
299	</channel>
300</rss>
Line numbers count LF bytes from the start of the resource, as the search results do. Vendor segments are library code the classifier recognised; they are stored but not indexed. Bytes are shown as Latin1 characters, one per byte.